କବିତାତଣ୍ଡୁଳ ମୁଠେsatya25th August 201825th August 2018 by satya25th August 201825th August 20180973 ମୋ ଦେଶକୁ ମୁଁ ଭଲପାଏ ଲୋକମାନଙ୍କୁ ଭଲପାଏ । ମୋ ସାହିତ୍ୟକୁ ଭଲପାଏ ଓଡ଼ିଆ ଭାଷାକୁ ଭଲପାଏ । ଯାହାକି ଭାବ ବିନିମୟେ ଉତ୍କୃଷ୍ଟ ମାଧ୍ୟମ ପାଲଟେ । କାହିଁକିନା…………….. ମୋ ଭଲ ପାଇବାର
କବିତାପ୍ରେରଣାର ଉତ୍ସsatya25th August 201825th August 2018 by satya25th August 201825th August 20180790 ବାପା! ତୁମେ ଯେଣୁ ପୁରୁଷ ଉତ୍ତମ ତୁମ କର୍ମ ପ୍ରବଣ ଜୀବନାଦର୍ଶ ମୋ ପାଇଁ ପାଲଟେ ପ୍ରେରଣାର ଉତ୍ସ ତୁମ ହାତ ଧରି ଚାଲେ କେଯାଏଁ ବାଟ ଶିଖିଛି ତ ତହୁଁ କେତେ ଦୁନିଆରଦାରି
କବିତାବାର୍ଷିକୋତ୍ସବsatya25th August 201825th August 2018 by satya25th August 201825th August 20180677 ମୁଁ ଦିନେ ତୁମ ପରି ଛୋଟ ଥିଲି ଏଇ ଗାଁଆଁରେ ପାଠ ପଢୁଥିଲି ଆଜି ଅତିଥି ଆସନରେ ବସିଛି ତୁମକୁ ବା ଦୁଇ ପଦ କହୁଛି । କେତେ ଅତୀତ ସ୍ମୃତି ଯୋଡ଼ି ବସେ
କବିତାସରପଞ୍ଚ ବାବୁsatya25th August 201825th August 2018 by satya25th August 201825th August 20180697 ଗାଁ ସରପଞ୍ଚ ଭାରି ଚତୁର ନେତାଙ୍କର ସେ ଅଟେ ସୋଦର ଇନ୍ଦିରା ଆବାସ ଜ୍ୟୋତି କୁଟୀର ସୁବିଧା ସୁଯୋଗ ସବୁ ତା’ର ଯେଣୁ ନେଣ ଦେଣ କାରବାର କାମ ସରକାରୀ ଅଫିସର ଗ୍ରାମ ସଭାଠୁଁ
କବିତାଗଙ୍ଗ ଶିଉଳୀsatya25th August 2018 by satya25th August 201801006 ଗଙ୍ଗ ଶିଉଳୀ ଯେ ଫିଲ୍ମଟିର ନାଆଁ ସନ୍ଧ୍ୟାକୁ ନିକୁଟି ହସେ ଚହଟାଏ ବାସ ଚଉଦ୍ଦିଗ ଯାଏଁ ସକାଳୁ ମଉଳୀ ଯାଏ।। 1 କେଡ଼େ ସୁନ୍ଦର ସେ ଟିକି ଫୁଲ ହାସ ମନଟି ମୋହି ତ
କବିତାବିଚିତ୍ର ଭୂଇଁଟିsatya24th August 201824th August 2018 by satya24th August 201824th August 201801044 ଉଦ୍ୟାନଟି କି ସେ ବିଚିତ୍ର ଭୂଇଁଟି ଯେଉଁଠି କି ଆତ୍ମ ତୃପ୍ତି ମୋର ସେ କର୍ମଠ ଜୀବନର କ୍ଳାନ୍ତି ଲଭେ ଭୂଲି ସେଠି ମୁକ୍ତି ।2 ବୃକ୍ଷ ହିଁ ତ ବନ୍ଧୁ ବୃକ୍ଷ ହିଁ
ଗଳ୍ପସାବିତ୍ରୀର ପ୍ରତିଶୋଧsatya24th August 201825th August 2018 by satya24th August 201825th August 201801215 ସାବିତ୍ରୀର ପ୍ରତିଶୋଧ ସାବିତ୍ରୀ ବାପ ମା’ର ଗୋଟିଏ ବୋଲି ଝିଅ, ମଧ୍ୟବିତ୍ତ ପରିବାରର ତା’ର ଜନ୍ମ । ମନରେ ତା’ର ଅନେକ ସ୍ୱପ୍ନ । ସମାଜରେ ଅନ୍ୟ ନାରୀ ପରି ସିଏବି ଘର ବସେଇବ
ପ୍ରବନ୍ଧଦୁଃଖ ଓ ସୁଖsatya24th August 201827th August 2018 by satya24th August 201827th August 20183 1548 ଦୁଃଖ ଓ ସୁଖ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ଏକେ ଛାଡ଼ି ଆରକର ସ୍ଥିତି ଅସ୍ପଷ୍ଟ। ଜୀବନ ପରିବୃତ୍ତ ଚାରିକଡ଼େ ଉଭୟ ଘୂରି ବୁଲନ୍ତି। ସମୟର କେନ୍ଦ୍ରବିନ୍ଦୁ ଉଭୟକୁ ଝୁଲେଇ ରଖିଥାଏ। ସେଇମିତି ଲଟକି
ଗଳ୍ପଜୁଳୁକା julukasatya23rd August 201825th August 2018 by satya23rd August 201825th August 201801150 ଭଗବାନଙ୍କର ଅଜବ ସୃଷ୍ଟି – ଏ ମଣିଷ। କିଏ ଧୋବ ଫରଫର ଗୋରା ତ କିଏ ପୁଣି ବିଚିକିଟିଆ କଳା। କାହାର ପେଟଟା ଅସ୍ୱାଭାବିକ ଭାବେ ଆଗକୁ ବଢି ଯାଇଛି ତ ପୁଣି କାହାର
ଗଳ୍ପବାଘ the tigersatya23rd August 201824th August 2018 by satya23rd August 201824th August 20182 1366 କାରଖାନାର ଧୂମ କୁଣ୍ଡଳୀ ମୋଡ଼ି ମୋଡ଼ି ହୋଇ ଆକାଶକୁ ଉଠି ଥାଏ। ସତେକି ଅଜଗର ସାପଟାଏ ଉପରକୁ କାୟା ବିସ୍ତାର କରିଛି।ଗୋଟାଏ ଅପନ୍ତରା ବଣୁଆ ମଣିଷ, କୁଆଡେ ଯାଇଥିଲା କେଜାଣି, ଥକ୍କା ହୋଇ ବସିପଡ଼