କବିତାଧନ୍ୟ ତା’ ଊର୍ଜଃsatya9th August 2018 by satya9th August 20180616 ଏମିତି ବି ହୁଏ କେବେ ସେ ପୁଣି ସବୁ ଅସମ୍ଭବ ସମ୍ଭବ ହୁଏ ପାକିସ୍ଥାନେ ପ୍ରବେଶ ପରା ହୋଇ ରାତି କେଇ ଘଣ୍ଟାକ ଅତିକ୍ରାନ୍ତେ ସର୍ଜିକାଲ୍ ଷ୍ଟ୍ରାଇକଟା ଯେ ସାରି ଭାରତୀୟ ସେନାଏ ସୁରକ୍ଷିତେ
କବିତାପ୍ରତ୍ଯୁଦ୍ଗମନ kabita pratyudgamansatya8th August 201814th August 2018 by satya8th August 201814th August 20180949 ଯାଇଛି ଚାଲି ସେ ଫିରିଙ୍ଗି ଶାସନ ସାଥିରେ ଯାଇଛି ତାଙ୍କ ପାରିଷଦ ରାଜ୍ୟ ରାଜ ସିଂହାସନ ହଟିଛି ଦେଶୁ କଳଙ୍କ।। ମନେ ଆଣି କେତେ ଆନନ୍ଦ ଉଲ୍ଲାସ ଗଣତନ୍ତ୍ର ଆସେ ଆଜି ଅଧର୍ମ ଅନୀତି
କବିତାବୃକକ୍ kidney treatmentsatya8th August 20188th August 2018 by satya8th August 20188th August 201801034 ବର୍ଷ ପରେ ବର୍ଷ ବିତି ଯାଏ କେତେ ବୃକକ୍ କିନ୍ତୁ ସେ ପରା ସଫା କରିଚାଲେ ରକ୍ତରୁ ଲବଣ ପୁଣି ଦୁଷ୍ଟ ବ୍ୟାକ୍ଟେରିଆ।। 1 ସମୟାନୁକ୍ରମେ ବୃକକ୍ ରେ ପୁଣ ଗଚ୍ଛିତ ସେହୁ ଲବଣ
କବିତାତେବେବି ମିଳଇ ହରି Lord of universesatya7th August 2018 by satya7th August 201801005 ଦେବଙ୍କଠିଁ ଯେହୁ ରଖେ ସଦା ଲୟ ଆସ୍ଥିକଟି ତା’କୁ ମଣେ ଯଦି କେହି ଆସ୍ଥା ପ୍ରକଟ ନ କରେ ନାସ୍ତିକ ବୋଲିଣ ଜାଣେ।। ଯେବେ କେହି କାୟ ପୂଜନେ ବିଶ୍ଵାସୀ କୌଣସି ବି ମୂର୍ତ୍ତି
କବିତାଜୀବନଟା ସାରା whole lifesatya7th August 20187th August 2018 by satya7th August 20187th August 20180614 ଜୀବନଟା ସାରା କେତେ ସତେ ଏଠି ସ୍ଵପ୍ନ ଦେଖା ନ ହୋଇଛି ଦେଖି ଦେଖି ପୁଣି ପଡ଼ିଛି ଘୁମେଇ ଉଠିଲାଠୁଁ ସେ ହଜିଛି।। ଜୀବନଟା ସାରା କଣ୍ଟାର ବେଷ୍ଟନ ପାଚେରୀର ଭିଡ଼ ଯେତେ କାହିଁକି
କବିତାସହଜ ନିୟମ easy principles of lifesatya5th August 20185th August 2018 by satya5th August 20185th August 20180816 ବିବେକ କହନ୍ତି ସବୁ ଯେ ସହଜ ଯେତେବେଳେ କାର୍ଯ୍ୟେ ବ୍ୟସ୍ତ ଆଳସ୍ୟେ କିନ୍ତୁ ସେ ସବୁ ଅସମ୍ଭବ ଜୀବନ ହୁଏ ଅସ୍ତ ବ୍ୟସ୍ତ।।1 ଜୀବନର ଦୁଇ ସହଜ ନିୟମ ରଖିଥିବା ସଦା ହେଜେ ଭୂଲିବାନି
କବିତାଏକ ଅନୁଚିନ୍ତା health is wealthsatya5th August 201815th August 2018 by satya5th August 201815th August 20180900 ଫୁସ୍ ଫୁସ୍ ଚିନ୍ତା କରିବା ଯେବେଟି ଧୂମ ପାନ ନାହିଁ କର ହୃଦ୍ ଯନ୍ତ୍ର ଲାଗି ସୁରକ୍ଷା ଜରୁରୀ ଚର୍ବିଳ ଖାଦ୍ୟଠୁଁ ଦୂର।। ପାକସ୍ଥଳୀ ସୁସ୍ଥ ହେଲେ ରଖିବାକୁ ଥଣ୍ଡା ଖାଦ୍ୟ ପରିହାର କ୍ଷୁଦ୍ର
କବିତାଭୁଲ୍ ଭୂଲିଆ Bhul Bhulaiyesatya4th August 20184th August 2018 by satya4th August 20184th August 20180660 ଜୀବନଟା ପରା ଜଟିଳ ଗଣିତ ହିସାବଟା ରୋକ୍ ଠୋକ୍ ମିଶାଣ ଫେଡାଣ ହରଣ ଗୁଣନ ସବୁ ଚାଲେ ଠିକ୍ ଠାକ୍।। 1 ଭୂଲି ଗଲେ ସୂତ୍ର ଭୂଲ୍ ସିଦ୍ଧ ଅଙ୍କ ସବୁ ଅସାର ବେକାର
କବିତାଭାଇ! ବନାମ ବାବୁ!satya4th August 20184th August 2018 by satya4th August 20184th August 20180687 ଆମେ ଭାଇଟିଏ ସେଇ ଭାଇଟିଏ ହୋଇ ରହିବାକୁ ଯୁଗ ଯୁଗ ଚାହୁଁ।। ହଠାତ୍ କାହାଁ ଯେ ସେ ବାବୁ ଡାକରେ ଚିହିଁକିଲା ପ୍ରାୟେ ଉଠେ ଅବସାଦେ।। ବରଂ ଥିଲା ଭଲ ସେଇ ଥିଲା ଭଲ
କବିତାମିଠା ପଦ sweet talk sweet wellsatya4th August 20185th August 2018 by satya4th August 20185th August 201801007 ବନ୍ଧୁ ହିଁ ଜୀବନ ସଖା ସହଚର। ଭଲମନ୍ଦ ସାଥୀ ଦୁଃଖ କଷ୍ଟ ହାରି।। ତଥାପି ବୁଝାଇ ହୁଏ ନା ସେ ମନ। ଦୁନିଆଟା ଏଠି ବଡ଼ ବେଇମାନି।। ତେବେବି ଆଶ୍ୱସ୍ତି ଲାଗେ ଯେବେ କେହି।