କବିତାଉତ୍କଳ ଦିବସsatya31st March 2019 by satya31st March 20192 1438 ଉତ୍କଳ ଦିବସ —–by ସତ୍ୟ ପ୍ରକାଶ ସେଠୀ ଏପ୍ରିଲ୍ ପହିଲା ଓଡ଼ିଶା ପାଇଲା ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ସେଦିନଟି ଥିଲା ଉଣେଇଶି ଶହ ଛତିଶ ମସିହା ପରା।। 1 ଭାଷା ଭିତ୍ତିକ ପ୍ରଦେଶ ଗଠନ
କବିତାପ୍ରେମ ପାଠ ଦୁଇଟି ଅକ୍ଷରsatya29th March 2019 by satya29th March 20190665 ପ୍ରେମ ପାଠ —-by ସତ୍ୟ ପ୍ରକାଶ ପ୍ରେମ ପାଠ ବୋଲି ଦୁଇଟି ଅକ୍ଷର ଗୋଟିଏ ହେଲାନି ଶିକ୍ଷା ମୂରୁଖ ପହ୍ଲରେ ମୂରୁଖ ମୁଁ ହେଲି କାହାଠୁଁ ନେବି ଯେ ଦିକ୍ଷା।। 1 ଜୀବନ ଯୌବନେ
କବିତାକେଉଁଠି ଖୋଜିବି ତୋତେsatya29th March 201931st March 2019 by satya29th March 201931st March 20194 829 କେଉଁଠି ଖୋଜିବି ତୋତେ ———–by ସତ୍ୟ ପ୍ରକାଶ ହେ ଈଶ୍ଵର ତୁମେ ପରା ଦୟାନନ୍ଦ ସବୁରି ମୂଳ କାରଣ କାହିଁକି ଏମିତି ହୁଅ ନିଷ୍କରୁଣ ଯାଉ ନାହିଁ ମୋ କଷଣ।। 1 ଦୁଃଖ ଯାତନା
Uncategorised କବିତାଉପଗ୍ରହ ବିଧ୍ଵଂସୀ ଯନ୍ତ୍ରsatya29th March 2019 by satya29th March 20190602 ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର —–by ସତ୍ୟ ପ୍ରକାଶ ସେଠୀ ମହାକାଶେ ଶକ୍ତି ବୃଦ୍ଧି ଯେ ହୋଇଲା ଭାରତ ଗୌରବାନ୍ୱିତ ବୈଜ୍ଞାନିକ ଆମ କଲେ ଉଦ୍ଭାବନ ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର।। 1 ସାରା ବିଶ୍ୱେ ଆଜି
କବିତାକେହି ଦେଲେ ନାହିଁ ମୂଲsatya27th March 201927th March 2019 by satya27th March 201927th March 20190624 ଜୀବନ ତମାମ କେତେ ଯେ ଖଟିଲି କେହି ଦେଲେ ନାହିଁ ମୂଲ ନିଜର ବୋଲିଣ ଯାହାକୁ ମଣିଲି ସବୁ କି ଦୂରେଇ ଗଲ।। 1 ଏବେ ବୟସର ଅପରାହ୍ଣରେ କେଉଁଠି ଥାପିବି ମୁଣ୍ଡ ଦୂର
କବିତାଥୁକୁଲ ମାରିବା ବାକିsatya27th March 2019 by satya27th March 20190647 ଥୁକୁଲ ପକାଇବ ବାକି ————————– ମଣିଷ ଗୋଟିଏ ସାମାଜିକ ପ୍ରାଣୀ ଶୁଣିଥିଲି ପିଲାଦିନେ ହେଲେ ସମାଜର ଚିନ୍ତା କେ କରୁଛି ଦେଖୁ ନାହିଁ କେଉଁ ଜନେ।। 1 ଏଡିକି ବିଭ୍ରାଟ ହେଲାଣି ସମାଜ ନିଜ
କବିତାପର ନିନ୍ଦା ପର ଚର୍ଚ୍ଚାsatya27th March 2019 by satya27th March 20190713 ମଣିଷର ଗୁଣ ପର ନିନ୍ଦା ଚର୍ଚ୍ଚା ନିଜ ପ୍ରସଂଶାରେ ଝଳେ ଅନ୍ୟର ଶରୀର ପୂତି ଗନ୍ଧମୟ ଆପଣା କଥାର ମୂଳେ।। 1 ନିଜ କଥା କେବେ ଚିନ୍ତେ ନାହିଁ ଜନ ନିଜକୁ ମଣେ ଈଶ୍ଵର
Uncategorised କବିତାକ’ଣ ହେଲା କି ହୋ!satya27th March 201927th March 2019 by satya27th March 201927th March 20190661 ନିର୍ବାଚନ ବେଳେ ଭେଳିକି ଦେଖିବା ଦେଖାଇବେ ନେତା ବାଗେ ମନ ଲୋଭା କଥା କହିଣ ତୋଷିବେ ଜନତାଙ୍କ ମନ ବେଗେ।। 1 “ହାତୀ ନେ’ ଘୋଡା ନେ” କହି କୁହାଇବେ “ମୋ ପେଁ କାଳୀ
କବିତାଭେଳିକିsatya27th March 2019 by satya27th March 20190696 ଭେଳିକି —by ସତ୍ୟ ପ୍ରକାଶ ଗରୀବ ଗରୀବ ଗରୀବକୁ ଟିକେ ସାହାଯ୍ୟ ନିଶ୍ଚେ ହୋଇବ ନୋହିଲେ ଦିନେ ସେ ଗରୀବ ବାପୁଡ଼ା ବୁଡିକି ନିଶ୍ଚେ ମରିବ।। 1 ଘର ତଳି ଖଣ୍ଡ ବିକ୍ରି କଲା
କବିତାଶାନ୍ତି peacesatya26th March 201926th March 2019 by satya26th March 201926th March 20190860 ଶାନ୍ତି ——by ସତ୍ୟ ପ୍ରକାଶ ସେଠୀ ଖୁସିର ମଣିଷ ଦୁନିଆରେ କିଏ କେହି କି ସେ କହି ପାରେ ଦୁଃଖୀ ମଣିଷଙ୍କୁ ମୁଁ କିନ୍ତୁ ଚିହ୍ନିଛି ଯିଏ ପ୍ରାଚୁର୍ଯ୍ୟର ଭରେ।। 1 ପ୍ରାଚୁର୍ଯ୍ୟର ଭରା