Uncategorisedରଜ ସଜବାଜsatya29th August 202029th August 2020 by satya29th August 202029th August 20200521 ରଜ ସଜବାଜBy ସତ୍ୟ ପ୍ରକାଶ ସେଠୀରଜ ସଜବାଜ ଚାଲିଛିରେ ଭାଇବରଷକେ ପରା ଥରେସାଙ୍ଗସାଥି ମେଳେ ଖେଳିବାରେ ଦୋଳିଘିରି ଘିରି ବୁଲି ଭେରେ।।କରିବାନି ଡ଼େରି ସକାଳୁ ସକାଳୁବିଛଣାରୁ ଯିବା ଉଠିନୂଆ ଲୁଗା ପଟା ପାଟ ମଠା
Uncategorisedଟୀକାକରଣsatya29th August 202029th August 2020 by satya29th August 202029th August 20200398 ଟିକାକରଣ-August Month By ସତ୍ୟ ପ୍ରକାଶ ସେଠୀପ୍ରତିରକ୍ଷା ଆଉ ପ୍ରତିଷେଧକ ତସବୁଠୁଁ ଗୁରୁତ୍ୱପୂର୍ଣ୍ଣଟୀକାକରଣଟି ତହୁଁ ଦରକାରଶରୀ ରଖିବାକୁ ସୁସ୍ଥ।।ରୋଗ ପ୍ରତିରୋଧ ଶକ୍ତି ନ ବଢିଲେବେମାର ବସିବ ମାଡ଼ିକୋରାନା ପରିକା ରୋଗ ଯେତେ ସବୁକେଉଁଠୁ ଆସିବେ
Uncategorisedକ୍ଷୁଦ୍ର ଶିଳ୍ପ ଦିବସsatya29th August 202029th August 2020 by satya29th August 202029th August 20200446 କ୍ଷୁଦ୍ର ଶିଳ୍ପ——by ସତ୍ୟ ପ୍ରକାଶ ସେଠୀକ୍ଷୁଦ୍ର ଶିଳ୍ପ ଆଉ କୁଟୀର ଶିଳ୍ପକୁଦେଇଣ ଅଗ୍ରାଧିକାରଆର୍ଥୀକ ସ୍ଥିତିକୁ ସୁଦୃଢ କରିବାବଢ଼ୁ ଅଭିବୃଦ୍ଧି ହାର।।କୋଟିଏ ଟଙ୍କାରୁ କମ୍ ଅର୍ଥରେ ତଗଢେ କ୍ଷୁଦ୍ର ଶିଳ୍ପ କେତେକର୍ମ ଧନ୍ଦା ପରା ଯୋଗାଇ
Uncategorisedନାରିକେଳ ଦିବସsatya29th August 202029th August 2020 by satya29th August 202029th August 20200450 ନାରିକେଳ ଦିବସ2nd SeptemberBy ସତ୍ୟ ପ୍ରକାଶ ସେଠୀନାରିକେଳ ପରା ଶୁଭ ଫଳ ଅଟେସବୁ ଶୁଭ କାର୍ଯ୍ୟେ ଲାଗେବିଭାଘରଠାରୁ ବ୍ରତ ଘର ଯାଏଁଲୋଡ଼ା ପଡ଼େ ଯୁଗେ ଯୁଗେ ।।ନାରିକେଳ ସିନା ଟାଣ ଫଳ ଅତିପଇଡ଼ ଜଳ
Uncategorisedନଭଶ୍ଚୁମ୍ବୀsatya29th August 202029th August 2020 by satya29th August 202029th August 20200458 ନଭଶ୍ଚୁମ୍ବୀSkyscraper day-3rd Sept—–by ସତ୍ୟ ପ୍ରକାଶ ସେଠୀଚାଳିଶ ତାଲାରୁ ଉର୍ଦ୍ଧ୍ୱ କୋଠାକୁ ତସ୍କାଏ ସ୍କ୍ରେପର କହନ୍ତିଏପରି କୋଠାର ଉଚ୍ଚତା ଦେଖିଣଅଭିଭୂତ ଯେ ହୁଅନ୍ତି।।ଅଟ୍ଟାଳିକା ପରେ ଅଟ୍ଟାଳିକା ତୋଳିନଭଶ୍ଚୁମ୍ବୀ ଘରେ ରହେହେଲେ ସେଇ ଘର ତୋଳିବାର
UncategorisedNutrion daysatya25th August 202031st August 2020 by satya25th August 202031st August 20200281 Nutrition dayBy ସତ୍ୟ ପ୍ରକାଶ ସେଠୀ ଘୋର ଦାରିଦ୍ର୍ଯର କରାଳ ଛାୟା ଯେମନରେ ଭରିଛି ଚିନ୍ତାକେବେ ସେ ହଟିବ ଶାନ୍ତି ବିରାଜିବଭାଙ୍ଗି ଯାଉଅଛି ଅଣ୍ଟା ।। ଭୋକ ଉପବାସେ ସଢୁଛି ଜନତାଉପାୟ ପାଉନି ଖୋଜିପୃଷ୍ଟିକର
Uncategorisedଆନ୍ତର୍ଜତୀୟ କୁକୁର ଦିବସsatya25th August 202025th August 2020 by satya25th August 202025th August 20200425 ଆନ୍ତର୍ଜାତୀୟ କୁକୁର ଦିବସ26 AugustBy ସତ୍ୟ ପ୍ରକାଶ ସେଠୀକୁକୁର ମଣିଷ ବନ୍ଧୁତା ବିଚିତ୍ରକାଳୁ କାଳ ବହୁକାଳୁକୁକୁରର ସାଥି ମଣିଷର ପ୍ରୀତିପ୍ରମାଣିତ ପୁରାକାଳୁ।।କେଉଁଠି କୁକୁର ଗାଡ଼ି ଟାଣୁଅଛିପୁଣି ଯଗୁଅଛି ଚୋରିକେତେବେଳେ ଅବା ଶିକାରରେ ସାଥିପାଲଟିଛି ସହଚରୀ।।ବିଶ୍ବାସନିୟତା
Uncategorisedନାରୀ ସମାନତା ଦିବସsatya25th August 202025th August 2020 by satya25th August 202025th August 20200431 ନାରୀ ସମାନତା ଦିବସ 8 20By ସତ୍ୟ ପ୍ରକାଶ ସେଠୀନାରୀ ନୂହେଁ ସେ ତ ଅଟେ ନାରାୟଣୀଭାଷଣବାଜିଟି ବେଶୀବାସ୍ତବ କ୍ଷେତ୍ରରେ ସ୍ଥିତି କିନ୍ତୁ ଭିନ୍ନ୍ବୁଝିବେନି ପ୍ରତିବେଶୀ।।ମାନବ ସମ୍ବଳ ଅର୍ଦ୍ଧେକଟି ନାରୀଯଦି ସେଇ ସମ୍ବଳରନୋହିବ ବିକାଶ
Uncategorisedଜାତୀୟ କ୍ରୀଡା ଦିବସsatya25th August 202025th August 2020 by satya25th August 202025th August 20200419 ଜାତୀୟ କ୍ରୀଡା ଦିବସ 8.20By ସତ୍ୟ ପ୍ରକାଶ ସେଠୀଧ୍ୟାନ ଚାନ୍ଦ ପରା ତିନି ତିନି ଥରଜିତି ଥିଲେ ଅଲମ୍ପିକ୍ଅଳ୍ପ ବୟସରୁ ସୈନ୍ୟ ବାହିନୀରେଯୋଗଦାନ ଥିଲା ୟାଙ୍କ ।।ଭାରତୀୟ ହକି ଛୁଇଁ ଥିଲା ଚୂଡ଼ତାଙ୍କରି ପ୍ରୟାସ
Uncategorisedଦୂର ଶିକ୍ଷା ଦିବସsatya25th August 202025th August 2020 by satya25th August 202025th August 20200430 ଦୂର ଶିକ୍ଷା ଦିବସDistance learning day31.8 20By ସତ୍ୟ ପ୍ରକାଶ ସେଠୀଦୂର ଶିକ୍ଷା ଏକ ନୂତନ ବ୍ୟବସ୍ଥାଶିକ୍ଷା ଶ୍ରେଣୀ ଗୃହ ବିନାପରମ୍ପରାଗତ ଶିକ୍ଷାଠାରୁ ଭିନ୍ନ୍ଭିନ୍ନ୍ ଯେ ପରିକଳ୍ପନା।।ଦୂର ଭାଷା ପରେ ଦୂର ଶିକ୍ଷା ପରାସ୍ଵାଗତଯୋଗ୍ୟ