କବିତାମୁଁ କାଁ ଭଲ ପାଏsatya16th November 2019 by satya16th November 20190738 ମୁଁ କାଁ ଭଲ ପାଏ —-by ସତ୍ୟ ପ୍ରକାଶ ସେଠୀ ମୁଁ କାଁ ଭଲ ପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ୱକୁ ତା’ର ଆନ୍ତରିକତାପୂର୍ଣ୍ଣ ଅନ୍ତରୀଣ ଭାବସତ୍ତାକୁ ତା’ର ମନଖୋଲା ମିଠା ସିଠା କେଇ
କବିତାବାଃ ରେ ଦୁନିଆ ତୁ ଭାରି ବଢିଆsatya14th November 2019 by satya14th November 20190691 ମୁଁ ସମସ୍ତଙ୍କୁ ଭଲ ପାଏ ବୋଲି ତୁମକୁ ତ ଏତେ ଭଲ ପାଉଛି ଯେଣୁ ମୋ ଭଲ ପାଇବା ପଣିଆଟା ମୋତେ ଭଲ ପାଇବା ଶିଖାଇଛି ତା ବୋଲେ ମୋତେ ସନ୍ଦେହ କରିବ ସେଇ
କବିତାବଞ୍ଚିବାକୁ ମୁଁ ଜୀବନ ବୁଝେsatya14th November 2019 by satya14th November 20190650 ପ୍ରତ୍ୟେହ ଏଠି କାହାଣୀ ନୂଆ ନୂଆ ଜୀବନଟା ଲାଗେ ଭାରି ଅଧା ଅଧା ତଥାପି ବଞ୍ଚିବାର ମୋହ ଭିଡ଼ି କି ଧରେ ଜୀବନଟା ମୁଁ ବାଜି ଲଗାଇ ଖେଳେ ସୁଖ ହେଉ ଅବା ଦୁଃଖ
କବିତାକେହି ଦେଲେ ନାହିଁ ମୂଲsatya14th November 2019 by satya14th November 20190639 କେହି ଦେଲେ ନାହିଁ ମୂଲ ——by ସତ୍ୟ ପ୍ରକାଶ ସେଠୀ ଜୀବନ ତମାମ କେତେ ଯେ ଖଟିଲି କେହି ଦେଲେ ନାହିଁ ମୂଲ ନିଜର ବୋଲିଣ ଯାହାକୁ ମଣିଲି ସବୁ କି ଦୁରେଇ ଗଲ।।
ପ୍ରବନ୍ଧବୁଲବୁଲ ଘୂର୍ଣ୍ଣିଝଡ଼satya13th November 2019 by satya13th November 201901152 ବୁଲବୁଲର ତାଣ୍ଡବ ——-by ସତ୍ୟ ପ୍ରକାଶ ସେଠୀ ପ୍ରାକୃତିକ ଦୁର୍ବିପାକ ହେଉ ବା ଦୈବୀ ଦୁର୍ବିପାକ, ଏହା କାହା ହାତରେ ନାହିଁ। ସୃଷ୍ଟିର ନିୟମ ଅନୁସରି ପ୍ରକୃତି ତା’ର ଲୀଳା ଖେଳା କରେ। ତେଣୁ
Research WorkWhat is Marriage agesatya13th November 2019 by satya13th November 20190934 There were many social dogmas and evils in the past Indian prevelant society for which many preachers and and advocates of social change raise their
ପ୍ରବନ୍ଧଭୌତିକ କର୍ମକାଣ୍ଡsatya10th November 201911th November 2019 by satya10th November 201911th November 201901270 ଭୌତିକ କ୍ରିୟାକାଣ୍ଡ ଓ ଶ୍ରୀ ବିଶ୍ଵନାଥ ——by ସତ୍ୟ ପ୍ରକାଶ ସେଠୀ ଭୂତ ଓ ପ୍ରେତର ସ୍ଥିତି, ସଂସ୍ଥିତ ଓ ଅବସ୍ଥିତିକୁ ନେଇ ମନ ମଧ୍ୟରେ ଅନେକ ଭାବ ଓ ଭାବାନ୍ତର ସ୍ରୁଷ୍ଟି ହୁଏ।
ଗଳ୍ପଏକମାତ୍ର ସନ୍ତାନsatya10th November 2019 by satya10th November 20190584 ଏକ ମାତ୍ର ସନ୍ତାନvery short story ——————— ସେଦିନ ସୁନାକର ବାବୁ ଅଫିସ କାମ ଅଧା ରଖି ଲଞ୍ଚ ସମୟରେ ଘରକୁ ଆସିଥିଲେ। ଗଣ୍ଡେ ଶାନ୍ତିରେ ଖାଇ ପୁଣି ଫେରିବେ ଅଫିସ। ଦାଣ୍ଡ ଘରେ
କବିତାସାଇ କୃପାsatya31st October 20198th November 2019 by satya31st October 20198th November 20190750 1.ସାଇଙ୍କୁ ପାଇଲି ନାହିଁ .. ସାଇ ସାଇ ବୋଲି ପଡ଼ିଛି ଚହଳ ସାଇଙ୍କୁ ପାଇଲି ନାହିଁ ଦୁଃଖରେ ପଡ଼ିଛି ସୁଖରେ ଖୋଜୁନି ଦୁଃଖ ଟିକେ ଯାଉ ନାହିଁ।। କେମିତି ଯାପିବି ଜୀବନ ତମାମ ଦୁଃଖ
କବିତାଭୁଲ କି ଭୁଲsatya31st October 2019 by satya31st October 20190771 ଭୁଲ କି ଭୁଲ?…. ଭୁଲ କରି ଥିବା ଲୋକ କେବଳ ହିଁ ଭୁଲ କ’ଣ ଜାଣିଥାଏ ତେଣୁ ତ ସଫଳ ସେହି ଏକା ବ୍ୟକ୍ତି ଭୁଲ ଯିଏ କରିଥାଏ।। ଯେତେ ଯେତେ ବଡ଼ ମହିମାମଣ୍ଡିତ