କବିତାବିଦେଶଗତାଙ୍କୁ କହିବା କି ପଦେsatya27th October 2019 by satya27th October 20190595 ବିଦେଶ ମାଟିରେ ରହିଲେ କି ହେବ ଓଡ଼ିଆଙ୍କ ରୀତି ନୀତି ପାଳୁଥିବା ସଦା ମନରେ ରଖିଣ ଓଡ଼ିଆଣୀ ଘର ପ୍ରୀତି।।0 ଭୁଲିଗଲେ ବନ୍ଧୁ ଚଳିବନି ଜମା ରଖିବା ନିଜ ସଂସ୍କୃତି ଏକଥାଟି ସଦା ହେଜି
କବିତାଦୀପାବଳୀsatya27th October 2019 by satya27th October 20190699 ଦୀପାବଳୀ ଆଜି ଅମାବାସ୍ୟା ତିଥି ପାଳିତ ହେବରେ ଏଠି ଜଳିବ ଦୀପାଳି ଲାଗିବ ଉତ୍ସବ ହେବ ବାଣ ଫୁଟାଫୁଟି।। 0 ପିଲାଏ କରିବେ ନିଆଁ ଗୋଳ କେତେ ଖୁସିର ପରବ ପାଳି ଯଗାରଖା ଟିକେ
Bookଫୁସିଆ ଗଳ୍ପ ଗୁଚ୍ଛsatya19th October 201921st October 2019 by satya19th October 201921st October 201901071 ଅଭିମତ କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ,ପରୋପକାରୀ,ଅନୁଷ୍ଠାନପ୍ରାଣା ଓ
Bookମୁଁ ରାନୁ କହୁଛିsatya17th October 20193rd November 2019 by satya17th October 20193rd November 201901103 ଭାଗ – 1 ରାନୁଟା ମୋର ଭାରି ସାଙ୍ଗ। ସେ ମୋ ପିଲା ବେଳର ସାଙ୍ଗ ନୂହେଁ, ପଢିଲା ବେଳର ।ପଢିଲା ବେଳେ ଆମର କିନ୍ତୁ ଚିହ୍ନା ପରିଚିତି ଏତେଟା ନଥିଲା। କାହିଁକିନା ତା’ର
କବିତାଲକ୍ଷ୍ମୀ ପୂଜାsatya14th October 2019 by satya14th October 20190587 ବରଷକେ ଥରେ ଆସିଛିରେ ଭାଇ ଢେଙ୍କାନାଳେ ଭିଡ଼ ଭାରି ଭକ୍ତମାନେ ପରା ଉତ୍ସବ ପାଳନ୍ତି ମନେ ଉଦ୍ଦୀପନା ଭରି। ।0 ଲକ୍ଷ୍ମୀ ମାତା ଯେଣୁ ସିନ୍ଧୁ ରାଜକନ୍ୟା ବିଷ୍ନୁଙ୍କର ଯେ ଘରଣୀ ରତ୍ନ ଭଣ୍ଡାରଟି
କବିତାକୁମାର ପୂର୍ଣ୍ଣିମାsatya14th October 201916th October 2019 by satya14th October 201916th October 20190726 କୁମାର ପୂର୍ଣ୍ଣମୀ —————– ଶରଦ ପୂର୍ଣିମା ଫସଲ ଅମଳ ଉତ୍ସବଟି ସର୍ବ କାଳେ ବର୍ଷା ରୁତୁ ଶେଷେ ଆଶ୍ୱିନ ମାସରେ ପୂର୍ଣିମା ତିଥିରେ ପାଳେ।। 0 କୁଆଁରୀ ଝିଅ ତ କୁମାର ସକାଶେ ଉପବାସ
ଗଳ୍ପବାଣୀ ବିହାରରେ ପ୍ରେମର ନବ ଦିଗନ୍ତsatya20th September 201929th September 2019 by satya20th September 201929th September 201901508 .. ଔପନ୍ୟାସିକ ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, ଔପନ୍ୟାସିକ, କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା
Bookସାଉଁଟା କାହାଣୀsatya19th September 20198th November 2019 by satya19th September 20198th November 201901949 1.Book title – ସାଉଁଟା କାହାଣୀ Saunta Kahani 2.about author – ସତ୍ୟ ପ୍ରକାଶ ସେଠୀ, ଏମ୍. ଏ. (ଇଉ. ଜି. ସି.ନେଟ୍), ସା :ରାଣୀପଡା, ପୋ :ତରାଗୋ, ଜି :ଭଦ୍ରକ Satya
Bookପରିତ୍ୟକ୍ତ କୋଠିsatya2nd September 20192nd October 2019 by satya2nd September 20192nd October 201901150 ମୁଖବନ୍ଧ ——— କବି ହେଉ ବା ଲେଖକ, ସେ ହେଉଛି ସମାଜର ଚିତ୍ରକର। ସମାଜରେ ଅହରହ ଘଟୁଥିବା ଘଟଣା ପ୍ରତି ସେ ଏତେଟା ଉଦାସୀନ ରହିପାରେ ନା।ତେଣୁ ପ୍ରତିଟି ଘଟଣା ଉପରେ ତା’ର ତୀକ୍ଷଣ
ଗଳ୍ପଲାବୋରଟୋରୀର ରାତ୍ରି ଉଜାଗରsatya21st August 2019 by satya21st August 20190811 ଲାବୋରଟୋରୀର ରାତ୍ରି ଉଜାଗର ଲାବୋରେଟୋରୀରେ ରାତ୍ରି ଉଜାଗର —by ସତ୍ୟ ପ୍ରକାଶ ସେଠୀ ଅଧ୍ୟାପକ ଜୀବନରେ ଗୋଟେ ଉପକଥା, କିନ୍ତୁ ଲୋମହର୍ଷଣକାରୀ ଭାରି। ଭୟାନକ ସେ କାହାଣୀ। ଶୁଣିଲେ ଛାତି ମୁଣ୍ଡ ବିନ୍ଧି ଉଠିବ