କବିତାନିରର୍ଥକିଆ ପ୍ରଶ୍ନଟାଏsatya21st July 2019 by satya21st July 20190591 ବଡ଼ ନିରର୍ଥକିଆ ପ୍ରଶ୍ନଟିଏ ପଚାରିଲେ ଉତ୍ତର ହଁ – ନା ତେଣୁ ସନ୍ତୁଷ୍ଠି ମିଳେନା ଖାଲି ଗୁଡାଇ ତୁଡାଇ ମନ ଦହେ ହୃଦୟ ଚକଟେ ଜୀବନ କ’ଣ ଓ କାହିଁକି ଯେଉଁଟାକୁ ଆମେ ବୋଧେ
କବିତାସାହିତ୍ୟ ସଭାsatya21st July 2019 by satya21st July 20190650 ସହିତ୍ୟ ସଭାଟା ବଡ଼ ବିଚିତ୍ର ଲାଗେ ମନେ ଏଠି କବି ଲେଖକଙ୍କର ଭିଡ଼ ନାହିଁ ସେତେ। ଅକବି ଅଲେଖଙ୍କର ଭିଡ଼ ଜମେ ଯେତେ ମଞ୍ଚରେ ଚେୟାରଟେ ପାଇଁ ଲବି ଜୋହର୍ ଧରେ। ଭାଷଣ ଯାହା
କବିତାସେ କ’ଣ ମୋ ଅନ୍ତରଙ୍ଗsatya21st July 2019 by satya21st July 20190672 ସେ ମୋତେ କିଛି ଦେଇ ନାହିଁ କି ମୋଠୁଁ କିଛି ପାଇ ନାହିଁ। ହେଲେ ମୋ ସମୟତକ ଲୁଟି ନେଇ ଦେଇଛି ମୋ ଏକଲା ପଣକୁ ଲୁଚାଇ ମୁଁ ଖାଲରେ ପଡ଼େ ଅଥବା ଢିପରେ
କବିତାମୁଁ ସିନା ବସିଛି…satya20th July 2019 by satya20th July 20190852 ମୁଁ ସିନା ବସିଛି ହେଲେ ଆଖି ସାମ୍ନାରେ ଦେଖୁଛି ପୃଥିବୀରେ କେଉଁଠି କଅଣ ସବୁ ସେ ଘଟୁଛି ଗୋଟି ଗୋଟି କରି ସେ ସମସ୍ତ ବଖାଣି ବସୁଛି ମୋ ମାନସ ପଟରେ ଯାହା କିଛି
କବିତାସେହି ମୁହୂର୍ତ୍ତsatya20th July 2019 by satya20th July 20190657 ମୁଁ ଚାହେଁ ଜିଇଁବାକୁ ପୁଣି ଥରେ ସେହି ମୁହୂର୍ତ୍ତ ଯେଉଁ ମୁହୂର୍ତ୍ତକୁ ଛାଡିଥିଲି ଦିନେ କେଉଁ ମୁହୂର୍ତ୍ତରୁ ଯେଉଁ ମୁହୂର୍ତ୍ତରେ ଟିକି ପିଲା ହୋଇ ବୁଲୁଥିଲି ଗାଁ ମଝି ଦାଣ୍ଡେ…… ଧୂଳିଘର ବୋଉ ବୋଉକା
କବିତାକଣା ଶୁକ୍ରାଚାର୍ଯ୍ୟsatya20th July 2019 by satya20th July 20190697 କଣା ଶୁକ୍ରାଚାର୍ଯ୍ୟ —-by ସତ୍ୟ ପ୍ରକାଶ ସେଠୀ ଏକ ଆଖିଆ କଣା ଶୁକ୍ରାଚାର୍ଯ୍ୟ କଥାରେ ଭଲ ମନ୍ଦ ନ ବିଚାରି ଦୋଷ ଦୁର୍ବଳତା ଥୋଇଥାଏ ବାଛି ହେଲେ ନିଷ୍କର୍ଷ ପାରେ ନି ଦେଇ ଦେବଗୁରୁ
କବିତାଘଞ୍ଚ ବନାନୀsatya20th July 2019 by satya20th July 20190708 ଘଞ୍ଚ ବନାନୀ ——by ସତ୍ୟ ପ୍ରକାଶ ସେଠୀ ଦୁନିଆଟା ଘନ ଘୋର ଅନ୍ଧକାର ନିପଟ ଘଞ୍ଚ ବନାନୀ ଆମେ ପରା ଏଠି ସବୁ ବେପଥୁରା ପଥଭ୍ରଷ୍ଟ ପଥୁକୀ।। କଣ୍ଟକିତ ପୁଣି କଙ୍କରିତ ରାସ୍ତା ପ୍ରତିଟି
କବିତାଦାଢପଣsatya20th July 2019 by satya20th July 20192 619 ଦାଢପଣ ——–by ସତ୍ୟ ପ୍ରକାଶ ସେଠୀ ଆଜି ସରକାରୀ ଦପ୍ତରର ପିଅନଠୁଁ ରାସ୍ତାକଡର ଭିକାରୀ ଯାଏଁ ଖୋଜେ ଟଙ୍କା ଦଶ ପଚାଶ ଟଙ୍କାକର ଉତ୍କୋଚଟିଏ ସାମନ୍ୟରୁ ଅତି ସାମାନ୍ୟ କାମ ସକାଶେ ଦିନ ଦ୍ଵିପ୍ରହରରେ
କବିତାମାଇଲାsatya20th July 2019 by satya20th July 20190643 ମାଇଲା by ସତ୍ୟ ପ୍ରକାଶ ସେଠୀ ———– ମାଇଲା ମାଇଲା ମାଇଲା ବାଟ ଘାଟ ଛେକି ମାଇଲା ବାରବାର ମୋର ସ୍ୱପ୍ନକୁ ଭାଙ୍ଗି ଖଣ୍ଡ ବିଖଣ୍ଡିତ କଲା ହେଲେ ମୁଁ କ’ଣ ଚାହିଁଥିଲି ଏମିତିକା
ଗଳ୍ପଶିବ ଚରଣ – ଏକ ଅମ୍ଲାନ ପ୍ରତିଭାsatya19th July 2019 by satya19th July 20191625 ଓଡ଼ିଶାର ଅଖ୍ୟାତ ପଲ୍ଲୀ ବିଖ୍ୟାତ ଗ୍ରାମ ହେଉଛି ରାଜୁଆଳି ବିନ୍ଧା। କିଏ, କେବେ ଓ କାହିଁକି ଏହି ଗ୍ରାମଟି ବସେଇଥିଲା ତାହାର କୌଣସି ସାକ୍ଷ୍ୟ ପ୍ରମାଣ ନାହିଁ ବା ଐତିହାସକ ତଥ୍ୟ। ତଥାପି ଏହି