କବିତାଯମଜ ଭ୍ରାତାsatya17th August 2018 by satya17th August 20180714 ଦୁଃଖ ହିଁ ମୋହର ତ ଯମଜ ଭ୍ରାତା ପାରୁନି ସେ ମୋତେ ଛାଡ଼ି ମୋ ଜୀବନ ପରିବୃତ୍ତ ଭିତରେ ଯେ ଅହରହ ବୁଲେ ଘୂରି ।। ତେଣୁ ରଖିନି ମୁଁ ସୁଖଟି ଆଦର ଭ୍ରାତୃ
କବିତାକରନି ମୋତେ ତୁ ନି ସ୍ଵsatya17th August 201817th August 2018 by satya17th August 201817th August 20180698 ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି ଭାଇକୁ ପାଇଲି ନାହିଁ ପରିବାର ବୋଲି କେତେ ଘୂରିସାରି ଦେଖା ଦେଲେ ନାହିଁ କେହି। । ସାଙ୍ଗ ସାଥୀ କଥା ପଚାରି କି ଲାଭ ଦୁନିଆଟା
ପ୍ରବନ୍ଧସମ୍ପର୍କର ଇସ୍ତାହାରsatya16th August 201816th August 2018 by satya16th August 201816th August 201801241 ସମ୍ପର୍କ, ସମ୍ପର୍କ ଚାରିଆଡ଼େ ଖାଲି ସମ୍ପର୍କର ଆତ୍ମ ଫଟା ଚିତ୍କାର । କ’ଣ ସେହି ସମ୍ପର୍କର ମାନେ? ସମ୍ପର୍କର ଖିଅ ଧରି ଗୁନ୍ଥି ବସିଲେ, ସମଗ୍ର ବିଶ୍ଵଟା ଗୋଟିଏ ସୂତାରେ ଗୁନ୍ଥି ହୋଇଯାଏ। ସେ
ପ୍ରବନ୍ଧଅଶ୍ଳୀଳତାsatya15th August 201816th August 2018 by satya15th August 201816th August 201801255 ଅଶ୍ଳୀଳତା। ଚାରିଆଡ଼େ ଖାଲି ଅଶ୍ଳୀଳ ମାନଚିତ୍ର, ଅଶ୍ଳୀଳ ଭାବଭଙ୍ଗୀର ବ୍ୟାପକ ପ୍ରଚାର ଓ ପ୍ରସାର। ଅଶ୍ଳୀଳତା ଯେପରି ଭୀଷଣ ଭାବେ ବ୍ୟାପୁଛି କିଏ କହିବ- ପୃଥିବୀଟା ଦିନେ ତା ଭାରା ସହ୍ୟ ନକରି ପାରି
ପ୍ରବନ୍ଧଆତ୍ମ ପ୍ରତ୍ୟୟ ନା ଆତ୍ମଶ୍ଲାଘାsatya15th August 201815th August 2018 by satya15th August 201815th August 20187 3465 ଅପ୍ରାପ୍ତି ଜନକ ହତାଶାରେ ସଢ଼ୁଥିବା, ଯୁବବନ୍ଧୁମନାନଙ୍କ ପାଇଁ ଖାସ୍ କରି ମୋର ମାତ୍ର କେଇ ପଦ କଥା। ଦେଶର ଅଗ୍ରଗତି ହେଉ ବା ଅର୍ଥନୈତିକ ବିକାଶ ଅବା ପୁଣି ସାମାଜିକ ପରିବର୍ତ୍ତନ – ସବୁ
କବିତାସମାନତା ଆମ ଅଧିକାରsatya14th August 201814th August 2018 by satya14th August 201814th August 20180816 ଭାରତୀୟ ସମ୍ବିଧାନ ପ୍ରଣେତା ପ୍ରବୀଣ କରିଥିଲେ ବିଧି ବ୍ୟବସ୍ଥା ଧାରା ଅଠରରେ ଲୋପ ହେବ ସାଙ୍ଗିଆ ରହିବ କେବଳ ଯେ ନାଆଁ।। ହଟିବ ରାଜା ରାଜୁଡାଙ୍କ ପଦପଦବୀ ରହିଲେ ପାରେ ବା ରହି କିଛି
Uncategorisedଆୟେନ୍ଦାsatya13th August 201813th August 2018 by satya13th August 201813th August 20180610 ଅନ୍ୟ ପାଇଁ ମଙ୍ଗଳ ବିଧାନ ପ୍ରଚେଷ୍ଟାରୁ ମିଳଇ ପୁରସ୍କାର ଦୁଃଖ ସେହି ଦୁଃଖକୁ ଅଙ୍ଗୀକାର କର ବା ନ କର ଝରେ କି ଝରଣା ସୁଖର? 1 ଦୁଃଖର ସେଇ ଅତି ଭୀଷଣତାକୁ ତୁମେ
Uncategorisedନାହିଁ ନାହିଁରେ ନାହିଁ କାରsatya13th August 201813th August 2018 by satya13th August 201813th August 20180672 କଣ୍ଟା ନାହିଁ କଷ୍ଟ ନାହିଁ କଷ୍ଟ ନାହିଁ ରିଷ୍ଟ ନାହିଁ ରିଷ୍ଟ ନାହିଁ ଈଷ୍ଟ ନାହିଁ ଈଷ୍ଟ ନାହିଁ କ୍ଲିଷ୍ଟ ନାହିଁ।। ଭାଇ ନାହିଁ ବଳ ନାହିଁ ବଳ ନାହିଁ କଳ ନାହିଁ କଳ
Uncategorisedବର୍ଷା ଆହ୍ଵାନsatya12th August 201813th August 2018 by satya12th August 201813th August 20180941 ବର୍ଷା ଗୋ ତୁମେ କି ସତେ ଅଭିମାନୀ ସାଜିଲଣି ପୁଣି ଆଜି ଆଗରୁ କାହିଁ ତ ନଥିଲ ଏମିତି ବର୍ଷୁ ଥିଲ ଦେଲେ ଡାକି।। ଠିକଣା ସମୟେ ହେଉଥିଲା କ୍ଷେତି ପଡ଼ୁ ନଥିଲା ଭାଳେଣି
English PoemOh my Theo! help mesatya12th August 201812th August 2018 by satya12th August 201812th August 2018237 27060 Oh my Theo! help me I’m a helpless charm OH My Theo! help me I’m a imbecile child Oh my Theo! help me I’m lacking