କବିତାଶାନ୍ତିର ଠିକଣାsatya25th August 201825th August 2018 by satya25th August 201825th August 20180648 ଅଶାନ୍ତି ଯେ ଆଜି ଘରେ ଘରେ ଶାନ୍ତି ବୋଲିଣ ଅଛି କି କିଛି? ହେଲେ ଶାନ୍ତି ଖୋଜି ଖୋଜି ଅଧେ ଖଣ୍ଡେ ହେଲେଣି ନୟାନ୍ତ କିଏ ଶାନ୍ତି କେଉଁଠି ତା’ଘର ପାଇଛି କି କେହି
କବିତାତଣ୍ଡୁଳ ମୁଠେsatya25th August 201825th August 2018 by satya25th August 201825th August 20180931 ମୋ ଦେଶକୁ ମୁଁ ଭଲପାଏ ଲୋକମାନଙ୍କୁ ଭଲପାଏ । ମୋ ସାହିତ୍ୟକୁ ଭଲପାଏ ଓଡ଼ିଆ ଭାଷାକୁ ଭଲପାଏ । ଯାହାକି ଭାବ ବିନିମୟେ ଉତ୍କୃଷ୍ଟ ମାଧ୍ୟମ ପାଲଟେ । କାହିଁକିନା…………….. ମୋ ଭଲ ପାଇବାର
କବିତାପ୍ରେରଣାର ଉତ୍ସsatya25th August 201825th August 2018 by satya25th August 201825th August 20180743 ବାପା! ତୁମେ ଯେଣୁ ପୁରୁଷ ଉତ୍ତମ ତୁମ କର୍ମ ପ୍ରବଣ ଜୀବନାଦର୍ଶ ମୋ ପାଇଁ ପାଲଟେ ପ୍ରେରଣାର ଉତ୍ସ ତୁମ ହାତ ଧରି ଚାଲେ କେଯାଏଁ ବାଟ ଶିଖିଛି ତ ତହୁଁ କେତେ ଦୁନିଆରଦାରି
କବିତାବାର୍ଷିକୋତ୍ସବsatya25th August 201825th August 2018 by satya25th August 201825th August 20180636 ମୁଁ ଦିନେ ତୁମ ପରି ଛୋଟ ଥିଲି ଏଇ ଗାଁଆଁରେ ପାଠ ପଢୁଥିଲି ଆଜି ଅତିଥି ଆସନରେ ବସିଛି ତୁମକୁ ବା ଦୁଇ ପଦ କହୁଛି । କେତେ ଅତୀତ ସ୍ମୃତି ଯୋଡ଼ି ବସେ
କବିତାସରପଞ୍ଚ ବାବୁsatya25th August 201825th August 2018 by satya25th August 201825th August 20180655 ଗାଁ ସରପଞ୍ଚ ଭାରି ଚତୁର ନେତାଙ୍କର ସେ ଅଟେ ସୋଦର ଇନ୍ଦିରା ଆବାସ ଜ୍ୟୋତି କୁଟୀର ସୁବିଧା ସୁଯୋଗ ସବୁ ତା’ର ଯେଣୁ ନେଣ ଦେଣ କାରବାର କାମ ସରକାରୀ ଅଫିସର ଗ୍ରାମ ସଭାଠୁଁ
କବିତାଗଙ୍ଗ ଶିଉଳୀsatya25th August 2018 by satya25th August 20180957 ଗଙ୍ଗ ଶିଉଳୀ ଯେ ଫିଲ୍ମଟିର ନାଆଁ ସନ୍ଧ୍ୟାକୁ ନିକୁଟି ହସେ ଚହଟାଏ ବାସ ଚଉଦ୍ଦିଗ ଯାଏଁ ସକାଳୁ ମଉଳୀ ଯାଏ।। 1 କେଡ଼େ ସୁନ୍ଦର ସେ ଟିକି ଫୁଲ ହାସ ମନଟି ମୋହି ତ
କବିତାବିଚିତ୍ର ଭୂଇଁଟିsatya24th August 201824th August 2018 by satya24th August 201824th August 20180996 ଉଦ୍ୟାନଟି କି ସେ ବିଚିତ୍ର ଭୂଇଁଟି ଯେଉଁଠି କି ଆତ୍ମ ତୃପ୍ତି ମୋର ସେ କର୍ମଠ ଜୀବନର କ୍ଳାନ୍ତି ଲଭେ ଭୂଲି ସେଠି ମୁକ୍ତି ।2 ବୃକ୍ଷ ହିଁ ତ ବନ୍ଧୁ ବୃକ୍ଷ ହିଁ
କବିତାକଥା Talksatya22nd August 201823rd August 2018 by satya22nd August 201823rd August 201811051 କହି ଜାଣିଲେଟି କଥାଟି ସୁନ୍ଦର କହି ନୁଆରିଲେ ପରା ସବୁ ସେ ଅସାର ତହିଁକି ବେକାର ଶିଖିବାଟି ତହୁଁ କଥା।। 1 ଦୁନିଆକୁ ଆମେ ତୋଳିବାଟି ଗଢି କରି ସରସ ସୁନ୍ଦର କଥାରେ କଥାରେ
କବିତାଅଭୁଲା ପ୍ରୀତିsatya22nd August 201822nd August 2018 by satya22nd August 201822nd August 201811264 ବରଷକେ ଥରେ ଆସିଥାଏ ପୁଣି ରକ୍ଷା ବନ୍ଧନ ଉତ୍ସବ ଭାଇ ଭଉଣୀର ମନରେ ଜଗାଇ ଚିର ହରଷ ଉଲ୍ଲାସ।। 1 ଖୁସିରେ ତାଙ୍କର ମନ ଦୋଳାଟି ତ ନାଚି ଉଠେ ପରା କେତେ କି
କବିତାବନ୍ୟା ବିଭୀଷିକା kerala floodsatya21st August 201821st August 2018 by satya21st August 201821st August 201801165 ବନ୍ୟା ସତେ କେତେ ଦାରୁଣ ହୁଏଟି କେରଳ ତା ‘ମୂକ ସାକ୍ଷୀ ନିରନ୍ନ ଜନତା ବାସହରା ଆଜି ଶରଣାପନ୍ନ ପ୍ରାୟଟି ।। ପ୍ରକୃତି ବେଭାର ଦୁରୂହ ବେପାର ଅଦ୍ଭୁତ ସୃଷ୍ଟି ରହସ୍ୟ ଛାର ମାନବରେ