କବିତାହେ ଭକ୍ତ ବଂଶବଦsatya1st September 20181st September 2018 by satya1st September 20181st September 201801039 ହେ ରାଧା ରମଣ ରସ ରାଜ କୃଷ୍ନ ତୁମେ କି ସେହୁ ବିରାଟ କଟକ ଟଗର ମଥୁରା ନରେଶ ରହସ୍ୟ ସିନ୍ଧୁ ସମ୍ରାଟ।। 1 ସୃଷ୍ଟି ମୂଳାଧାର ନିୟତି ନିୟନ୍ତା ସକଳ ହେତୁ କାରଣ
କବିତାଅହରହ ହଁ ନା ସ୍ଥିତିsatya1st September 20181st September 2018 by satya1st September 20181st September 20180772 ଭଗବାନଙ୍କର ସ୍ଥିତିକୁ ତ ନେଇ ଅହରହ ହଁ ନା ସ୍ଥିତି ମନରେ ଆଶଙ୍କା ଶଙ୍କା ଉପୁଜଇ ହୁଏ ନାହିଁ ସ୍ଥିର ମତି।। 1 ମୁଁ ବି ସେଇ ପଥେ ପଥିକଟେ ସାଜି ଖୋଜିଛି କେଣେ
ପ୍ରବନ୍ଧନିର୍ଘାତ ନିର୍ଘୋସsatya30th August 201830th August 2018 by satya30th August 201830th August 201801557 ନିଶା ଓ ପେଶା :- ମଣିଷ ଜୀବନରେ ଅନେକ ସଂଘାତ ଓ ସଂଘର୍ଷ। ମୋ ଜୀବନ ମଧ୍ୟ ସଂଘର୍ଷପୂର୍ଣ୍ଣ। ମୋ ଗାଁ ପାଠ ପଢ଼ା ପର୍ଯ୍ୟନ୍ତ ମୁଁ ବେଶ୍ ଖୁସି ଥିଲି। ହସି ଖେଳି
Bookଆତ୍ମ ଜୀବନୀ Auto biographysatya27th August 201812th October 2018 by satya27th August 201812th October 20183 4274 ବ୍ଯକ୍ତିଗତ ତଥ୍ୟ ସବିଶେଷ : ନାମ – :ସତ୍ୟ ପ୍ରକାଶ ସେଠୀ ଡାକ ନାଁ – :ବାବୁଲା ଠିକଣା – :ସା – ରାଣୀପଡ଼ା, ପୋ – ତରାଗୋ, ଜି-ଭଦ୍ରକ ଥାନା /ତହସିଲ୍ /ଉପଖଣ୍ଡ
କବିତାକରିଦେ ଲାଘବsatya27th August 201827th August 2018 by satya27th August 201827th August 20180895 ଜୀବନ ତମାମ କେତେ ଯେ କଷଣ ସବୁ ପରା ସେ ସହିଛି କାହାକୁ ଦେଇନି ଦୁଃଖ ମୁଁ କହିନି ସୁଖ ବାଣ୍ଟି ଯେ ଥକିଛି।। 1 ତଥାପି ମେଣ୍ଟିନି ମୋଠୁଁ ପ୍ରାପ୍ତି ଆଶା ପଳ ପଳ
କବିତାମନ କାତିsatya27th August 201827th August 2018 by satya27th August 201827th August 20180661 ତୋ ପଦାରବିନ୍ଦେ ମୁଁ ପରା ଶରଣାଗତ ମୋର କାହିଁ ଚିନ୍ତା ଏତେ ତୋର ଯେଣେ ଇଚ୍ଛା ତେଣେ ନେଉ ଭିଡ଼ି ନାହିଁ ମନା ମୋର ତୋତେ।। 1 ତୁ ପରା ଭକତ ରଙ୍କ ଭାଗବାନ
କବିତାକୃତଜ୍ଞତାsatya25th August 201825th August 2018 by satya25th August 201825th August 201801150 କୃତଜ୍ଞଟି ମୁହିଁ ପିତାମାତା ପାଇଁ ଯତ୍ନଶୀଳ ହେବା ଶିଖି ତାଙ୍କ ହାତ ଧରି ଚାଲଇ ଯେ ବାଟ ପାରୁନି ସେ ରୁଣ ସୁଝି।। 1 କୃତଜ୍ଞଟି ମୁହିଁ ସାଧୁ ସନ୍ଥ ପ୍ରତି ଉଦାସୀନ ଯା’ର
ଗଳ୍ପନୀଳିମାsatya25th August 201825th August 2018 by satya25th August 201825th August 201801073 ସେଦିନ ନୀଳମା ସ୍କୁଲ ଅଫିସରେ ବସିଥାଏ । ଚୁପ୍ ଚାପ୍ ଖାତା ଦେଖାରେ ମଜ୍ଜି ଯାଇଥାଏ । ପ୍ରବନ୍ଧ ପ୍ରତିଯୋଗିତା ହୋଇଥାଏ । ପିଲାଏ ଲେଖିଥାନ୍ତି ସନ୍ଦର୍ଭ- “ଯୌତୁକ ଏକ ଅପରାଧ” । ଖାତା
କବିତାଗାଁ ମାମଲତକାରsatya25th August 201825th August 2018 by satya25th August 201825th August 20180800 ଆମ ଗାଁ ମାମଲତକାର ଟିକେ ଧୋବଧୋବଲିଆ ପଇସା ଚୋର ବାଡ଼ି କଖରୁକୁ ଅନିସା ତା’ର ଟଙ୍କା ଶହେକେ ମୁଣ୍ଡ ବିକ୍ରି ହୁଏ ଅଣ୍ଟା ଚାରିପଟେ ଟଙ୍କା ନଥିଲେ ଗରୀବ ବାପୁଡ଼ା ବୁଡ଼ିକି ମରେ କଳାକୁ
କବିତାପ୍ରୟାସsatya25th August 201825th August 2018 by satya25th August 201825th August 20180662 ଅନେକ ପ୍ରତିଭାଧର ବ୍ୟକ୍ତି ଇତିହାସ ସମୁଦ୍ରେ ଝାସିକି ନିସ୍ତରଙ୍ଗେ ତରଙ୍ଗ ଯେ ତୋଳି ଜାଳିଛନ୍ତି ବିଦ୍ରୋହର ବହ୍ନି ହେଲେ କ୍ଷଣକେ ଢେଉ ଉଠାଇ ସବୁଦ୍ର ପାଣିଟା ସହ ପୁଣି ଯାଇଛନ୍ତି ସମତୁଲ ହୋଇ ।