କବିତାଗାଁ ମାମଲତକାରsatya25th August 201825th August 2018 by satya25th August 201825th August 20180854 ଆମ ଗାଁ ମାମଲତକାର ଟିକେ ଧୋବଧୋବଲିଆ ପଇସା ଚୋର ବାଡ଼ି କଖରୁକୁ ଅନିସା ତା’ର ଟଙ୍କା ଶହେକେ ମୁଣ୍ଡ ବିକ୍ରି ହୁଏ ଅଣ୍ଟା ଚାରିପଟେ ଟଙ୍କା ନଥିଲେ ଗରୀବ ବାପୁଡ଼ା ବୁଡ଼ିକି ମରେ କଳାକୁ
କବିତାପ୍ରୟାସsatya25th August 201825th August 2018 by satya25th August 201825th August 20180711 ଅନେକ ପ୍ରତିଭାଧର ବ୍ୟକ୍ତି ଇତିହାସ ସମୁଦ୍ରେ ଝାସିକି ନିସ୍ତରଙ୍ଗେ ତରଙ୍ଗ ଯେ ତୋଳି ଜାଳିଛନ୍ତି ବିଦ୍ରୋହର ବହ୍ନି ହେଲେ କ୍ଷଣକେ ଢେଉ ଉଠାଇ ସବୁଦ୍ର ପାଣିଟା ସହ ପୁଣି ଯାଇଛନ୍ତି ସମତୁଲ ହୋଇ ।
କବିତାପ୍ଲାନେଡ଼ ଭିଲେଜ୍satya25th August 201825th August 2018 by satya25th August 201825th August 20180744 ଯେଉଁଠି ଶତାଂଶ ଅଶି ଭାଗ ଲୋକେ ଅଶିକ୍ଷା, ତିତିକ୍ଷା ଅନ୍ଧକାରେ ରହେ ସେ ଗାଁ ପରିମଳ ନିର୍ମଳ ନ ହେଲେ ଦେଶର ପ୍ରଗତୀ କି ଆଉ ସମ୍ଭବ? ବୁଭୂକ୍ଷା ଜନିତ ହତାଶାରେ ଆମେ ସଢେ
କବିତାଶାନ୍ତିର ଠିକଣାsatya25th August 201825th August 2018 by satya25th August 201825th August 20180704 ଅଶାନ୍ତି ଯେ ଆଜି ଘରେ ଘରେ ଶାନ୍ତି ବୋଲିଣ ଅଛି କି କିଛି? ହେଲେ ଶାନ୍ତି ଖୋଜି ଖୋଜି ଅଧେ ଖଣ୍ଡେ ହେଲେଣି ନୟାନ୍ତ କିଏ ଶାନ୍ତି କେଉଁଠି ତା’ଘର ପାଇଛି କି କେହି
କବିତାତଣ୍ଡୁଳ ମୁଠେsatya25th August 201825th August 2018 by satya25th August 201825th August 20180970 ମୋ ଦେଶକୁ ମୁଁ ଭଲପାଏ ଲୋକମାନଙ୍କୁ ଭଲପାଏ । ମୋ ସାହିତ୍ୟକୁ ଭଲପାଏ ଓଡ଼ିଆ ଭାଷାକୁ ଭଲପାଏ । ଯାହାକି ଭାବ ବିନିମୟେ ଉତ୍କୃଷ୍ଟ ମାଧ୍ୟମ ପାଲଟେ । କାହିଁକିନା…………….. ମୋ ଭଲ ପାଇବାର
କବିତାପ୍ରେରଣାର ଉତ୍ସsatya25th August 201825th August 2018 by satya25th August 201825th August 20180788 ବାପା! ତୁମେ ଯେଣୁ ପୁରୁଷ ଉତ୍ତମ ତୁମ କର୍ମ ପ୍ରବଣ ଜୀବନାଦର୍ଶ ମୋ ପାଇଁ ପାଲଟେ ପ୍ରେରଣାର ଉତ୍ସ ତୁମ ହାତ ଧରି ଚାଲେ କେଯାଏଁ ବାଟ ଶିଖିଛି ତ ତହୁଁ କେତେ ଦୁନିଆରଦାରି
କବିତାବାର୍ଷିକୋତ୍ସବsatya25th August 201825th August 2018 by satya25th August 201825th August 20180677 ମୁଁ ଦିନେ ତୁମ ପରି ଛୋଟ ଥିଲି ଏଇ ଗାଁଆଁରେ ପାଠ ପଢୁଥିଲି ଆଜି ଅତିଥି ଆସନରେ ବସିଛି ତୁମକୁ ବା ଦୁଇ ପଦ କହୁଛି । କେତେ ଅତୀତ ସ୍ମୃତି ଯୋଡ଼ି ବସେ
କବିତାସରପଞ୍ଚ ବାବୁsatya25th August 201825th August 2018 by satya25th August 201825th August 20180697 ଗାଁ ସରପଞ୍ଚ ଭାରି ଚତୁର ନେତାଙ୍କର ସେ ଅଟେ ସୋଦର ଇନ୍ଦିରା ଆବାସ ଜ୍ୟୋତି କୁଟୀର ସୁବିଧା ସୁଯୋଗ ସବୁ ତା’ର ଯେଣୁ ନେଣ ଦେଣ କାରବାର କାମ ସରକାରୀ ଅଫିସର ଗ୍ରାମ ସଭାଠୁଁ
କବିତାଗଙ୍ଗ ଶିଉଳୀsatya25th August 2018 by satya25th August 201801006 ଗଙ୍ଗ ଶିଉଳୀ ଯେ ଫିଲ୍ମଟିର ନାଆଁ ସନ୍ଧ୍ୟାକୁ ନିକୁଟି ହସେ ଚହଟାଏ ବାସ ଚଉଦ୍ଦିଗ ଯାଏଁ ସକାଳୁ ମଉଳୀ ଯାଏ।। 1 କେଡ଼େ ସୁନ୍ଦର ସେ ଟିକି ଫୁଲ ହାସ ମନଟି ମୋହି ତ
କବିତାବିଚିତ୍ର ଭୂଇଁଟିsatya24th August 201824th August 2018 by satya24th August 201824th August 201801042 ଉଦ୍ୟାନଟି କି ସେ ବିଚିତ୍ର ଭୂଇଁଟି ଯେଉଁଠି କି ଆତ୍ମ ତୃପ୍ତି ମୋର ସେ କର୍ମଠ ଜୀବନର କ୍ଳାନ୍ତି ଲଭେ ଭୂଲି ସେଠି ମୁକ୍ତି ।2 ବୃକ୍ଷ ହିଁ ତ ବନ୍ଧୁ ବୃକ୍ଷ ହିଁ