କବିତାବେଦାଗ ବାଦ୍ଶାହାsatya20th August 201820th August 2018 by satya20th August 201820th August 20182 642 ତୁମେ କି ବେଦାଗ ବାଦ୍ଶାହା ଏକା ଜୀବନରେ କାହିଁ କଳଙ୍କ କେମିତି ଏମିତି ମହିମା ମଣ୍ଡିତ ଛୁଇଁଲା ନାହିଁ ସେ ପଙ୍କ।। 1 ଆତ୍ମ ବିଶ୍ଵାସରେ ଭରା କି ହୃଦୟ କଥନ ଏମନ୍ତ ରୋଟା
କବିତାଜୀବନ ଯାତ୍ରା ଓ ଅଟଳ – ଏକ ଆଲେଖ୍ୟsatya20th August 201820th August 2018 by satya20th August 201820th August 20182 895 ମାତା କୃଷ୍ଣା ଦେବୀ ଗର୍ଭୁ ହେଲ ଜାତ ପିତା କୃଷ୍ଣ ଔରସଜ ମଧ୍ଯ ପ୍ରଦେଶର ମୋରେନା ଗ୍ରାମରେ ଜନ୍ମ ଲାଭ ପରା କଲ! ।। 1 ସ୍ନାତକ ଯେ କଲ ତ୍ରି ସାହିତ୍ୟ ରଖି
କବିତାଶ୍ରଦ୍ଧା ସୁମନର ପାତ୍ରsatya19th August 201819th August 2018 by satya19th August 201819th August 20180979 ବାଜପେୟୀ ତୁମେ କୋଟି ଜନତାର ଶ୍ରଦ୍ଧା ସୁମନର ପାତ୍ର ତୁମ ବିୟୋଗରେ ଭାରତ ମାତା କି ହରାଇଲା କୃତୀ ପୁତ୍ର।।1 ସୁଦୂର ପ୍ରସାରୀ ଦୃଷ୍ଟିଭଙ୍ଗୀ ରଖି ପାଲଟ ଭବିଷ୍ୟକାର ତୁମର ସରଳ ସାଧୁତା ପଣିଆ
କବିତାତୁମେ କି ବନ୍ଧୁଟି ବନ୍ଧୁ ପ୍ରିୟ ସଖାsatya19th August 201819th August 2018 by satya19th August 201819th August 20180810 ତୁମେ କି ବନ୍ଧୁଟି ବନ୍ଧୁ ପ୍ରିୟ ସଖା ବନ୍ଧୁର ମହିମା ମଣି ପାକିସ୍ଥାନେ ଦେଲ ବନ୍ଧୁତ୍ୱର ହାତ ଶତୃ ବୋଲି ପୁଣି ଜାଣି।।1 ତରକ ଶାସ୍ତ୍ରରେ ନିପୁଣ ଥିଲ କି ପାର୍ଲାମେଣ୍ଟ ପରା ରଡ଼ି
କବିତାଷୋହଳ ବୟସୀsatya18th August 201819th August 2018 by satya18th August 201819th August 20180803 ନିଜ କବିତାଟି ନିଜକୁ ଦୁର୍ବୋଧ କେତେବେଳ ସୁଖ ପାଠ୍ଯ ଆଉ ବେଳକୁ ତ ନୁହେଁ କେହ୍ନେ ଠିକ ମନସ୍ବିନୀ କାହୁଁ ଥୟ ।। ଯେପର୍ଯ୍ୟନ୍ତ ନୂହେଁ କବି ପ୍ରାଣ ମୋର କେବେ ହେଁ ମନ୍ତ୍ର
କବିତାଅଟଳ ମହାମେରୁsatya18th August 2018 by satya18th August 201801140 କ’ଣ କେତେ ତୁମେ ନକରିଛ ସତେ ସ୍ଵର୍ଣ୍ଣ ଚତୁର୍ଭୁଜଠାରୁ ଆରମ୍ଭ କରିଣ କାରଗିଲ ଯାଏଁ ତୁମ ଗାଥା ଗାହେ ସବୁ।। ହଠାତ୍ ଏମିତି ହେଲା ପୁଣି କ’ଣ ମୁହଁ ମୋଡି ଗଲ ଚାଲି ଡାକି
କବିତାଅଟଳଜୀ! ଫେରି ଆସ ତୁମେsatya17th August 201817th August 2018 by satya17th August 201817th August 20180834 ଆହେ ବାଜପେୟୀ ଅଟଳ ବିହାରୀ ଦୃଢ ନିଶ୍ଚୟ କି ମନ ଦୁଃଖ ସାଗରରେ ଭସାଇ ଦେଇଣ ତୁମେ ଛାଡ଼ି କାହିଁ ଗଲ? ତୁମରି ସ୍ମୃତିରେ ମନ ହାଇଁପାଇଁ ମନୁ କାଁ ପାରୁନି ଭୂଲି ଭାରତ
କବିତାଯମଜ ଭ୍ରାତାsatya17th August 2018 by satya17th August 20180677 ଦୁଃଖ ହିଁ ମୋହର ତ ଯମଜ ଭ୍ରାତା ପାରୁନି ସେ ମୋତେ ଛାଡ଼ି ମୋ ଜୀବନ ପରିବୃତ୍ତ ଭିତରେ ଯେ ଅହରହ ବୁଲେ ଘୂରି ।। ତେଣୁ ରଖିନି ମୁଁ ସୁଖଟି ଆଦର ଭ୍ରାତୃ
କବିତାକରନି ମୋତେ ତୁ ନି ସ୍ଵsatya17th August 201817th August 2018 by satya17th August 201817th August 20180665 ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି ଭାଇକୁ ପାଇଲି ନାହିଁ ପରିବାର ବୋଲି କେତେ ଘୂରିସାରି ଦେଖା ଦେଲେ ନାହିଁ କେହି। । ସାଙ୍ଗ ସାଥୀ କଥା ପଚାରି କି ଲାଭ ଦୁନିଆଟା
କବିତାସମାନତା ଆମ ଅଧିକାରsatya14th August 201814th August 2018 by satya14th August 201814th August 20180778 ଭାରତୀୟ ସମ୍ବିଧାନ ପ୍ରଣେତା ପ୍ରବୀଣ କରିଥିଲେ ବିଧି ବ୍ୟବସ୍ଥା ଧାରା ଅଠରରେ ଲୋପ ହେବ ସାଙ୍ଗିଆ ରହିବ କେବଳ ଯେ ନାଆଁ।। ହଟିବ ରାଜା ରାଜୁଡାଙ୍କ ପଦପଦବୀ ରହିଲେ ପାରେ ବା ରହି କିଛି