କବିତାସେଇ ଏକା ବନ୍ଧୁ ସବୁଠୁଁ ପ୍ରିୟ ବନ୍ଧୁsatya23rd July 2019 by satya23rd July 20190878 ବନ୍ଧୁ ——by ସତ୍ୟ ପ୍ରକାଶ ମୁଁ କାଁ ଭଲ ପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ଵକୁ ତା’ର ଆନ୍ତରିକପୂର୍ଣ୍ଣ ଅନ୍ତରୀଣ ଭାବସତ୍ତାକୁ ତା’ର ମିଠା ମିଠା କେଇପଦ କଥାକୁ ଦୁଃଖ ଅବା ସୁଖରେ ତା
କବିତାନିରର୍ଥକିଆ ପ୍ରଶ୍ନଟାଏsatya21st July 2019 by satya21st July 20190595 ବଡ଼ ନିରର୍ଥକିଆ ପ୍ରଶ୍ନଟିଏ ପଚାରିଲେ ଉତ୍ତର ହଁ – ନା ତେଣୁ ସନ୍ତୁଷ୍ଠି ମିଳେନା ଖାଲି ଗୁଡାଇ ତୁଡାଇ ମନ ଦହେ ହୃଦୟ ଚକଟେ ଜୀବନ କ’ଣ ଓ କାହିଁକି ଯେଉଁଟାକୁ ଆମେ ବୋଧେ
କବିତାସାହିତ୍ୟ ସଭାsatya21st July 2019 by satya21st July 20190655 ସହିତ୍ୟ ସଭାଟା ବଡ଼ ବିଚିତ୍ର ଲାଗେ ମନେ ଏଠି କବି ଲେଖକଙ୍କର ଭିଡ଼ ନାହିଁ ସେତେ। ଅକବି ଅଲେଖଙ୍କର ଭିଡ଼ ଜମେ ଯେତେ ମଞ୍ଚରେ ଚେୟାରଟେ ପାଇଁ ଲବି ଜୋହର୍ ଧରେ। ଭାଷଣ ଯାହା
କବିତାସେ କ’ଣ ମୋ ଅନ୍ତରଙ୍ଗsatya21st July 2019 by satya21st July 20190676 ସେ ମୋତେ କିଛି ଦେଇ ନାହିଁ କି ମୋଠୁଁ କିଛି ପାଇ ନାହିଁ। ହେଲେ ମୋ ସମୟତକ ଲୁଟି ନେଇ ଦେଇଛି ମୋ ଏକଲା ପଣକୁ ଲୁଚାଇ ମୁଁ ଖାଲରେ ପଡ଼େ ଅଥବା ଢିପରେ
କବିତାମୁଁ ସିନା ବସିଛି…satya20th July 2019 by satya20th July 20190858 ମୁଁ ସିନା ବସିଛି ହେଲେ ଆଖି ସାମ୍ନାରେ ଦେଖୁଛି ପୃଥିବୀରେ କେଉଁଠି କଅଣ ସବୁ ସେ ଘଟୁଛି ଗୋଟି ଗୋଟି କରି ସେ ସମସ୍ତ ବଖାଣି ବସୁଛି ମୋ ମାନସ ପଟରେ ଯାହା କିଛି
କବିତାସେହି ମୁହୂର୍ତ୍ତsatya20th July 2019 by satya20th July 20190661 ମୁଁ ଚାହେଁ ଜିଇଁବାକୁ ପୁଣି ଥରେ ସେହି ମୁହୂର୍ତ୍ତ ଯେଉଁ ମୁହୂର୍ତ୍ତକୁ ଛାଡିଥିଲି ଦିନେ କେଉଁ ମୁହୂର୍ତ୍ତରୁ ଯେଉଁ ମୁହୂର୍ତ୍ତରେ ଟିକି ପିଲା ହୋଇ ବୁଲୁଥିଲି ଗାଁ ମଝି ଦାଣ୍ଡେ…… ଧୂଳିଘର ବୋଉ ବୋଉକା
କବିତାକଣା ଶୁକ୍ରାଚାର୍ଯ୍ୟsatya20th July 2019 by satya20th July 20190702 କଣା ଶୁକ୍ରାଚାର୍ଯ୍ୟ —-by ସତ୍ୟ ପ୍ରକାଶ ସେଠୀ ଏକ ଆଖିଆ କଣା ଶୁକ୍ରାଚାର୍ଯ୍ୟ କଥାରେ ଭଲ ମନ୍ଦ ନ ବିଚାରି ଦୋଷ ଦୁର୍ବଳତା ଥୋଇଥାଏ ବାଛି ହେଲେ ନିଷ୍କର୍ଷ ପାରେ ନି ଦେଇ ଦେବଗୁରୁ
କବିତାଘଞ୍ଚ ବନାନୀsatya20th July 2019 by satya20th July 20190714 ଘଞ୍ଚ ବନାନୀ ——by ସତ୍ୟ ପ୍ରକାଶ ସେଠୀ ଦୁନିଆଟା ଘନ ଘୋର ଅନ୍ଧକାର ନିପଟ ଘଞ୍ଚ ବନାନୀ ଆମେ ପରା ଏଠି ସବୁ ବେପଥୁରା ପଥଭ୍ରଷ୍ଟ ପଥୁକୀ।। କଣ୍ଟକିତ ପୁଣି କଙ୍କରିତ ରାସ୍ତା ପ୍ରତିଟି
କବିତାଦାଢପଣsatya20th July 2019 by satya20th July 20192 623 ଦାଢପଣ ——–by ସତ୍ୟ ପ୍ରକାଶ ସେଠୀ ଆଜି ସରକାରୀ ଦପ୍ତରର ପିଅନଠୁଁ ରାସ୍ତାକଡର ଭିକାରୀ ଯାଏଁ ଖୋଜେ ଟଙ୍କା ଦଶ ପଚାଶ ଟଙ୍କାକର ଉତ୍କୋଚଟିଏ ସାମନ୍ୟରୁ ଅତି ସାମାନ୍ୟ କାମ ସକାଶେ ଦିନ ଦ୍ଵିପ୍ରହରରେ
କବିତାମାଇଲାsatya20th July 2019 by satya20th July 20190645 ମାଇଲା by ସତ୍ୟ ପ୍ରକାଶ ସେଠୀ ———– ମାଇଲା ମାଇଲା ମାଇଲା ବାଟ ଘାଟ ଛେକି ମାଇଲା ବାରବାର ମୋର ସ୍ୱପ୍ନକୁ ଭାଙ୍ଗି ଖଣ୍ଡ ବିଖଣ୍ଡିତ କଲା ହେଲେ ମୁଁ କ’ଣ ଚାହିଁଥିଲି ଏମିତିକା