Uncategorisedକବିତା ଓ ଦିବସsatya28th May 202128th May 2021 by satya28th May 202128th May 20210376 ଦିବସ ଓ କବିତା—-by ସତ୍ୟ ପ୍ରକାଶ ସେଠୀଜାନୁୟାରୀ ଯଦି ବର୍ଷର ଆରମ୍ଭଡିସେମ୍ବର ତେବେ ଶେଷମଝିରେ ପାଳିତ ଅନେକ ଉତ୍ସବରହିଯାଏ ଅବଶେଷ ।।ପ୍ରତିଦିନ ଗୋଟେ ନୂଆ ପୃଥିବୀରନୂତନ ସୂର୍ଯ ଉଦୟଯେଉଁଠି ନ ଥାଏ କାଲିର ହୋ
କବିତାସ୍ମୃତିsatya19th January 2019 by satya19th January 201901047 ସ୍ମୃତି ତୁମେ ଆସ …. ନିଶାର୍ଦ୍ଧରେ ରାତିର ଝଡ଼ ହୋଇ ମୋ ପଢ଼ା ଟେବୁଲ ପାଖ ଝରକା ବାଟ ଦେଇ ଆସ ମୁଁ ଶୁଣିଛି ତୁମକୁ ତୁମେ ବିଳିବିଳି ହେଉଥିବାର ଘୁମନ୍ତ ମେଘର ଗର୍ଜନରେ
କବିତାଗାନ୍ଧୀ ଜୟନ୍ତୀ Gandhi Jayantisatya1st October 20182nd October 2018 by satya1st October 20182nd October 20183 2268 ଅକ୍ଟୋବର ଦୁଇ ପାଳିତ ଦେଶରେ ଜୟନ୍ତୀ ଗାନ୍ଧୀ ମହାତ୍ମା ଗୁଜୁରାଟ ରାଜ୍ୟେ ପୋର୍ ବନ୍ଦରଠିଁ ଜନ୍ମି ଥିଲେ ଯୋଗଜନ୍ମା।। 1 ନୁହଇଁ କେବଳ ଭାରତ ମାଟିରେ ଅନ୍ୟାୟର ବିରୋଧରେ କରିଥିଲେ ସେ ଯେ ସ୍ଵର
କବିତାମୁଁ – ଏକ ଅନ୍ୱେଷଣsatya2nd September 20183rd September 2018 by satya2nd September 20183rd September 20182 870 ମୁଁ – ମୁଁ କିଏ? ମୁଁ – ଅତୀତ? ବର୍ତ୍ତମାନ?? ଭବିଷ୍ୟତ??? ମୁଁ -ଏକ ଅନ୍ୱେଷଣ ସମସ୍ତ ଖୋଜ୍ ର ଅନ୍ତରାଳେ ମୁଁ କି ଚିର ଭାସ୍ବର ଯାହାକୁ ଖୋଜିଛି ମଣିଷ ମୁଁ କି
କବିତାପ୍ଲାନେଡ଼ ଭିଲେଜ୍satya25th August 201825th August 2018 by satya25th August 201825th August 20180653 ଯେଉଁଠି ଶତାଂଶ ଅଶି ଭାଗ ଲୋକେ ଅଶିକ୍ଷା, ତିତିକ୍ଷା ଅନ୍ଧକାରେ ରହେ ସେ ଗାଁ ପରିମଳ ନିର୍ମଳ ନ ହେଲେ ଦେଶର ପ୍ରଗତୀ କି ଆଉ ସମ୍ଭବ? ବୁଭୂକ୍ଷା ଜନିତ ହତାଶାରେ ଆମେ ସଢେ