କବିତାବିଶ୍ଵ ମହିଳା ଦିବସsatya8th March 20198th March 2019 by satya8th March 20198th March 201901010 ଶିକ୍ଷା ସଂସ୍କୃତିର ନୋହିଲେ ବିକାଶ ହଟିବନି ଅନ୍ଧକାର ନାରୀ ଜାଗରଣ ନାରୀ ଜାଗୃତିଟି ତହୁଁ ବଳି ଶ୍ରେୟସ୍କର ।।1 ଅର୍ଦ୍ଧାଧିକ ଯେଣୁ ମାନବ ସମ୍ବଳ ଅଟଇ ମହିଳା ବଳ ସେ ମହିଳାଙ୍କର ନୋହିଲେ ବିକାଶ
କବିତାପରାମର୍ଶsatya5th March 2019 by satya5th March 20190733 ପରାମର୍ଶ –by ସତ୍ୟ ପ୍ରକାଶ ସେଠୀ ଆହେ ମୂଢଗଣ ଏଡିକି ନିର୍ବୋଧ ଧୃଷ୍ଟତା କି ପାଇଁ କର ଭାରତ ପରାଏ ଶକ୍ତି ସଙ୍ଗେ ଲଢ଼ି ପରାଜିତ ହେବା ସାର।। 1 ବେଳ ଥାଉ ଥାଉ
କବିତାରାଜନୀତିବାଲାsatya5th March 2019 by satya5th March 20190778 ନୋଟ୍ ସର୍ବସ୍ଵ ଯେ ଆମ ଭୋଟ୍ ପାଲା ରାଜନୀତିଟା ବଢିଆ ରାତି ଅଧିଆ ବଡ଼ ଲୋକ ପରା ରାଜନୀତି ଆଡ଼େ ବୁଲିଆ।। ନିର୍ବାଚନ ବେଳ ପାଖେଇ ଆସିଲା ମାର୍କେଟେ ଗରମ ବଢେ ନେତାଙ୍କର ଭାଉ
କବିତାତୁମକୁ ପଦେ – କହିବି ଭାବୁଛିsatya28th February 20191st March 2019 by satya28th February 20191st March 20190652 ପାକିସ୍ଥାନ ଆଜି ଏକଘରକିଆ ଠିକଣା ପାଉନି ଖୋଜି ଆତଙ୍କବାଦୀ ଯେ ମୂଳପୋଛ ହେବେ ବୁଦ୍ଧି ନିଶ୍ଚେ ଯିବ ହଜି।। ଚୋରଙ୍କ ସର୍ଦ୍ଦାର ମୁହଁ ଭୂରି ମାରେ ନଳୀ ଗଲାଣି ଯେ ଶୁଖି ବାହାପିଆଙ୍କର ଅଖା
କବିତାବିଶ୍ବାସଘାତକ ଦଳsatya16th February 2019 by satya16th February 20190963 ଭାରତ ସେନାର ମନୋବଳ କେବେ ନା ଥିଲା ନା ଅଛି କମି ଯେତେ ତୁମେ କର ଛଳ କପଟଟି ତୁମକୁ ମିଲୁନି ଭୂମି।। 1 ବିଶ୍ଵାସଘାତକ ଦଳ ପରା ତୁମେ ତୁମକୁ ମିଳୁନି ମୁକ୍ତି
କବିତାଭଲ ପାଇବାଟି ବଳୀsatya12th February 201913th February 2019 by satya12th February 201913th February 20190901 ଭଲ ପାଇବା ଏକ ଅବଲମ୍ବନ ——-by ସତ୍ୟ ପ୍ରକାଶ ସେଠୀ ଭଲ ପାଇବା ଯେ ଅମାପ ତା’ ଶକ୍ତି କେ ଅଛି ପାରିବ କଳି ଭଲ ପାଇବାଟି ଥିଲେ ପରା ଦିନେ ନିଶ୍ଚୟ ତୁଟିବ
କବିତାମାଆ ସରସ୍ଵତୀsatya10th February 2019 by satya10th February 20190937 ଆହେ ହଂସାରୁଢା ବିଦ୍ୟା ପ୍ରଦାୟିନୀ ବିଦ୍ୟାର ଭଣ୍ଡାର ପରା ଜ୍ଞାନ ବିଦ୍ୟା ବୁଦ୍ଧି ନଦେଲେ ଟିକିଏ ମୁଁ ଯେ ମୂର୍ଖ ମଧ୍ୟେ ଗଣା।। 1 ମାଆ ସରସ୍ଵତୀ ତ୍ରିଦେବୀ ମଧ୍ୟରୁ ଅଟୁ ତୁ ଯେ
କବିତାଗୋଲାପ ଦିବସsatya7th February 2019 by satya7th February 20190925 ଗୋଲାପ ଦିବସ ଭଲ ପାଇବାର ବାର୍ତ୍ତାଟି ଧାରଣ କରି ବରଷକେ ଥରେ ଆସିଥାଏ ପରା ହୃଦେ ପ୍ରେମ ଭାବ ଭାରି।।1 ହେଲେ ପ୍ରେମ ଆଉ ଭଲ ପାଇବାଟା ସେତେ ଯେ କରୁନି କାମ ଛଳନା
କବିତାକିଏ ସେହୁ ବିଚାରବନ୍ତsatya19th January 2019 by satya19th January 20190706 କିଏ ସେ ସେହୁ ବିଚାରବନ୍ତ —by ସତ୍ୟ ପ୍ରକାଶ ସେଠୀ ଏକ ଆଖିଆ କଣା ଶୁକ୍ରାଚାର୍ଯ୍ୟଟି କଥାର ଭଲ ମନ୍ଦ ନ ବିଚାରି ଦୋଷ ଦୁର୍ବଳତା ଥୋଇଥାଏ ବାଛି ହେଲେ ନିଷ୍କର୍ଷ ପାରେନି ତ
କବିତାସ୍ମୃତିsatya19th January 2019 by satya19th January 201901128 ସ୍ମୃତି ତୁମେ ଆସ …. ନିଶାର୍ଦ୍ଧରେ ରାତିର ଝଡ଼ ହୋଇ ମୋ ପଢ଼ା ଟେବୁଲ ପାଖ ଝରକା ବାଟ ଦେଇ ଆସ ମୁଁ ଶୁଣିଛି ତୁମକୁ ତୁମେ ବିଳିବିଳି ହେଉଥିବାର ଘୁମନ୍ତ ମେଘର ଗର୍ଜନରେ